ସ୍ମାର୍ଟ ସିଟି ର‍୍ୟାଙ୍କିଙ୍ଗ୍‌ରେ ୧୫ ନମ୍ବରକୁ ଖସିଲା ଭୁବନେଶ୍ୱର

ଶୀର୍ଷରେ ଭୋପାଳ; ସୁରତ ଦ୍ୱିତୀୟ, ଇନ୍ଦୋର ତୃତୀୟ ଭୁବନେଶ୍ୱର : ଏକଦା ସ୍ମାର୍ଟ ସିଟି ପ୍ରତିଯୋଗିତାରେ ଭୁବନେଶ୍ୱର ଦେଶରେ ଏକ ନମ୍ବର ସ୍ଥାନ ହାସଲ କରି ଜାତୀୟ ମଞ୍ଚରେ ପୁରସ୍କୃତ ହୋଇଥିଲା। ଭୁବନେଶ୍ବରକୁ ସ୍ମାର୍ଟ ସିଟି କରିବା ପାଇଁ ବିଏସ୍‌ସିଏଲ୍‌(ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌) କର୍ତ୍ତୃପକ୍ଷ ଅନେକ ଅଭିନବ ଯୋଜନା ଓ ପ୍ରକଳ୍ପ ପ୍ରସ୍ତୁତ କରି ଏଭଳି ସଫଳତା ଆଣି ଦେଇଥିଲେ। ମାତ୍ର ରାଜଧାନୀବାସୀଙ୍କୁ ଏତେ ସ୍ବପ୍ନ ଦେଖାଇଥିବା ବିଏସ୍‌ସିଏଲ୍‌ର … Continue reading ସ୍ମାର୍ଟ ସିଟି ର‍୍ୟାଙ୍କିଙ୍ଗ୍‌ରେ ୧୫ ନମ୍ବରକୁ ଖସିଲା ଭୁବନେଶ୍ୱର